Paris Logo Design Using Turtle in Python

ପ୍ୟାରିସ, ଫ୍ରାନ୍ସର ରାଜଧାନୀ ଓ ସବୁଠାରୁ ଜନବହୁଳ ନଗର ଅଟେ । ଏହି ନଗରଟି ୧୦୫ ବର୍ଗକିମି ଅଞ୍ଚଳରେ ପରିବ୍ୟାପ୍ତ ଏବଂ ୨୦୧୩ ମସିହା ଜନଗଣନା ଅନୁସାରେ …
ପ୍ୟାରିସ, ଫ୍ରାନ୍ସର ରାଜଧାନୀ ଓ ସବୁଠାରୁ ଜନବହୁଳ ନଗର ଅଟେ । ଏହି ନଗରଟି ୧୦୫ ବର୍ଗକିମି ଅଞ୍ଚଳରେ ପରିବ୍ୟାପ୍ତ ଏବଂ ୨୦୧୩ ମସିହା ଜନଗଣନା ଅନୁସାରେ ନଗର ପରିସର ଭିତରେ ଏହାର ଜନସଂଖ୍ୟା ୨,୨୨୯,୬୨୧ ଥିଲା । ଖ୍ରୀ.ପୂ. ୩ୟ ଶତାବ୍ଦୀରେ ପାରିସି ନାମକ ଜଣେ ସେଲ୍‌ଟିକ୍ ବ୍ୟକ୍ତି ପ୍ୟାରିସର ସ୍ଥାପନା କରିଥିଲେ । ପାରିସି ନାମାନୁସାରେ ସହରଟିର ନାମ ପ୍ୟାରିସ ହେଲା । ୧୨ଶ ଶତାବ୍ଦୀ ସୁଦ୍ଧା ପ୍ୟାରିସ, ପଶ୍ଚିମ ଦେଶଗୁଡ଼ିକ ଭିତରେ ବିଶାଳତମ ସହର ତଥା ଏକ ସମୃଦ୍ଧ ବାଣିଜ୍ୟ କେନ୍ଦ୍ର ଥିଲା । ସେତେବେଳ ସୁଦ୍ଧା ବିଶ୍ୱର ପ୍ରାଚୀନ ବିଶ୍ୱବିଦ୍ୟାଳୟମାନଙ୍କ ଭିତରୁ ଅନ୍ୟତମ ୟୁନିଭର୍ସିଟି ଅଫ୍ ପ୍ୟାରିସର ପ୍ରତିଷ୍ଠା ହୋଇସାରିଥିଲା । ୧୭ଶ ଶତାବ୍ଦୀ ବେଳକୁ ଏହା ଇଉରୋପର ପ୍ରମୁଖ ଅର୍ଥନୈତିକ, ବାଣିଜିକ, ଫ୍ୟାସନ, ବିଜ୍ଞାନ ଏବଂ କଳାର କେନ୍ଦ୍ର ପାଲଟି ଯାଇଥିଲା, ଯାହାକି ଆଜି ପର୍ଯ୍ୟନ୍ତ ବଜାୟ ରହିଛି ।
  • Country: France
  • Region: Île-de-France
  • Department: Paris
  • Subdivisions: 20 arrondissements
  • Demonym(s): Parisian (en) · parisien(ne) (fr)
  • Time zone: UTC+01:00 (CET)
  • INSEE/Postal code: 75056 /75001-75020, 75116
ଠାରୁ ଡାଟା: or.wikipedia.org